Spiritual love is true love
ଜାଣେନା ସପ୍ତ ଶରୀରର ଗୁଢ ତତ୍ତ୍ବ ସପ୍ତରଂଗ, ସପ୍ତ ଚକ୍ର,ଅଜଣା ମୋ ପାଇଁ ରହସ୍ୟ ସପ୍ତ ସ୍ବପ୍ନ ସପ୍ତ ଜନ୍ମର ଜାଣେ ଖାଳି ସ୍ଥିତି ମୋ ଏ ଶରୀରେ ଅଛିଗୋଟେ ହୃଦୟ ମୋର ଭଲପାଏ ଖାଲି ଭଲପାଏ ପାଉଥିବି ସପ୍ତ ଜନ୍ମ ସପ୍ତ ଯୁଗ ସପ୍ତ କଳ୍ପ ହୋଇପାରେ ଏହି ସପ୍ତ ଅଶେଷ ଅନନ୍ତ ସସ୍ମୀତା ପ୍ରଧାନ ୨୪.୧୧.୨୦୧୮ Here a devotee says to his/her belover God, i dont know the mysrty of seven body(physical body,Etheric body,Astral body,Mental body,Spiritual body,cosmic body,Bodyless body) ,i dont know mystry of seven Colours, i dont know the mystry of SevenChakras(Muladhar,Svadhistan,Manipura,Anahat, vishuddha,Ajna,Sahasrara), i dont know the mystry of seven Dreams and seven births. I know only that i have a body and a heart which is full of love for you. I know that i just love you. And this love may flow unlimited with my birth-death cycle.