Posts

ଅଭିନୟ

ଅଭିନୟ ତୁମର ଅକୁହା କଥା ବୁଝିପାରେ ମୁହିଁ ଚାପିଚାପି ହସି ତୁମେ ରାଗିବାର ଅଭିନୟ କର ଅଭିମାନ ଭରା ଲୁହ ତୁମ ପ୍ରେମର ପରିଚୟ ଜାଣେ ମୁଁ, ଜାଣେ ଯେ ତୁମେ ମୋତେ ଭଲପାଅ ହଜି ଯିବାକୁ ଚାହଁ ମୋ ସାଥିରେ କାହିକି କେଜାଣି ସବୁ ଜାଣି ବି ପାରୁନି ତୁମକୁ ହୃଦୟରେ ଚାପି କେବେ ଦୁଃଖ ଅବା ପୀଡା ହେଲେ କାନ୍ଦିପାରୁନି ତୁମ ବାହୁ ବନ୍ଧନରେ ନିଜକୁ ସମର୍ପି ପ୍ରେମ ଯେ ଏତିକି ବେଦନା ବିରହର ସମାହାର ତୁମକୁ ପାଇ ଜାଣିଲି, ଆଉ ଜାଣିଲି ପ୍ରେମକରି ନ କରିବାର ଅଭିନୟ । ସସ୍ମିତା ପ୍ରଧାନ 30.01.2019 ବିଶାଲଖିଣ୍ଡା ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟ

Silent sky

Image
ନୀରବ ଆକାଶ ତୁମେ ଥିଲ,ଖୁସି ଥିଲି ଆଜି ତୁମେ ନାହିଁ ପୁଣି ବି କେଜାଣି ଅନ୍ତରରେ ଶୁନ୍ୟତା ନାହିଁ ହଜିଲାପରି ଲାଗୁନି କିଛି ତୁମରମନେ ଅଛି , ଦିନେ କଥା ହେଲ ନି ବୋଲି କେତେ ରାଗିଥିଲି କେତେ ଅଭିମାନ ଭରା ଲୁହଥିଲା ଆଜି କିନ୍ତୁ ଦିନ ବିତି କେତେ ବର୍ଷ ହେଲା ଦେଖିନି ତୁମକୁ, ଶୁଣିନି କଥା ତୁମ କାହିଁ , ଲୁହ ତ ନାହିଁ ନା ଅଛି ଅଭିମାନ ସମୟ ବଦଳିଛି କିଛି ତୁମେ କିଛି ମୁ ବଦଳିଛି କିନ୍ତୁ ଦେଖ ଏ ଆକାଶକୁ, ସେମିତି ଚାହିଁ ରହିଛି ନୀଳ ଆକାଶ ନିର୍ମଳ ସେପରି ଯେମିତି କିଛି ବର୍ଷ ଆଗରୁ ଥିଲା ହସି ହସି ଗାଉଥିଲା ସାଥି ହୋଇ ନୀରବ ନୀରବ ରହି ବି ସତେ କେତେ କଥା କୁହେ ଏଇ ଆକାଶ ସସ୍ମୀତା ପ୍ରଧାନ ସେରସୁଆଁତଳ

What is Creativity

Image
                                                                                                                                            Everyone ask in curiosity about the  God question like, who is the God ? Where is the God ? How it looks like ? These question arises because the God is beyond imagination. Let us take an example to clear this idea. Take a stick, we know a stick has two poles but can you imagine a stick without two poles ? Our mind do not agree to accept that there can be a stick without two poles. It means there is a limit in our imagination,we can not imagine a stick without two poles or two endings,when we became the subject we can not  create any thing because there will be certain limitation. Creativity starts beyond limit from existence. Creativity is a law, like water boils in 100 degree fahrenheit of temperature. We can not say why water boil in 100 degree fahrenheit. We can not go beyond law. But i say there can be possible to have a stick with ou

Colours are illusion

Image
ରଂଗହୀନ ନୁହେଁରଂଗର ଜନ୍ମଦା ସପ୍ତରଂଗ ସେ ଯେ ଇନ୍ଦ୍ରଧନୁ ଶ୍ବେତରଂଗ ହିଁ ଯେ ରଂଗ ର ଆଧାର ଶୋଭା ଦିଏ ଯାହା ପୃଥିବୀ ତନୁ ସତ୍ବ ରଜ ତମ ତ୍ରୟି ଗୁଣ ଯେବେ ଶ୍ରେଷ୍ଠ ତହିଁଏକା ଶ୍ବେତ କମଳ ସାରା ସଂସାରକୁ କିରଣ ଦିଅଇ ସେ ରଂଗ ରବିର ଶ୍ବେତ ସକଳ ମୁଢଜନକହେ ରଂଗହୀନ ଏହା ଅବିରା,ମୃତ୍ୟୁର ରଂଗ ଏହି ବୁଦ୍ଧ ଜନ ସିନା ଜାଣଇ ସତ୍ୟତା ରଂଗ ବୋଲି ବ୍ରହ୍ମାଣ୍ଡରେ ନାହିଁ  This Odia poem has been written by Sasmita Pradhan who is working as a Teacher in Bishalkhinda Nodal UP School, Sambalpur. It is all about Colours which is just an illusion, but we people do not understand it.  When we add all seven colours then white colour is created, this is truth.  There is no colour in the world where as we people discriminate them either as good or bad. In Christianity they use White colour as the symbol of graveyard, likewise in Hindu religion widows wear sarees of this colour after the death of their husbands. It is also scientifically proven  there is no Colours in the world. We see the colours due to colour pigments that are present in t

Life is Celebration

Image
Life is Celebration ଶୂନ୍ୟ ଆକାଶରେ ଭାଷେ ଯହିଁ ମେଘ ମନର ଭାବନା ସେହିପରି କେବେ ଦୁଃଖ କେବେ ଯାତନାଭରା ତ ଆନନ୍ଦରେ କେବେ ଯାଏ ଭରି ସାକ୍ଷଭାବ ରଖି ନ ବହି ଏଥିରେ ଦେଖ ହୃଦୟର ବିଚଳନ ପ୍ରତିମୂହୁର୍ତ୍ତ ରେ ପ୍ରତିକ୍ଷଣେ ବଞ୍ଚି ଆନନ୍ଦେ ବୁଝିବା ଇହ ଜୀବନ ଆସେଯାଏ କେତେ ଶହଶହ ମେଘ ଘୁରିବୁଲେ ଏଇ ଆକାଶରେ କେବେ ବାରି ରୂପ ନେଇ ପୁଣିଥରେ ଶୂନ୍ୟ ଆକାଶ କରିଦିଏ ମନର ଭାବନା ବାଦଳ ସଦୃଶ ଆସୁଥିବ ପୁଣିଯାଉଥିବ ସ୍ଥିରରଖି ଚିତ୍ତ ଦେଖିଲେ ଭାବନା ପ୍ରତିକ୍ଷଣ ହେବ ମହୋତ୍ସବ। Its a philosophical poem. Our thoughts and emotions are like clouds in the sky which move haphazardly here and there. We need to keep a strict vigil on them.  One who live his or her life in the present moment can only be able to celebrate it. By Sasmita Pradhan sasmita4pradhan@gmail.com

Spiritual love is true love

Image
ଜାଣେନା ସପ୍ତ ଶରୀରର ଗୁଢ ତତ୍ତ୍ବ ସପ୍ତରଂଗ, ସପ୍ତ ଚକ୍ର,ଅଜଣା ମୋ ପାଇଁ ରହସ୍ୟ ସପ୍ତ ସ୍ବପ୍ନ ସପ୍ତ ଜନ୍ମର ଜାଣେ ଖାଳି ସ୍ଥିତି ମୋ ଏ ଶରୀରେ ଅଛିଗୋଟେ ହୃଦୟ ମୋର ଭଲପାଏ ଖାଲି ଭଲପାଏ ପାଉଥିବି ସପ୍ତ ଜନ୍ମ ସପ୍ତ ଯୁଗ ସପ୍ତ କଳ୍ପ ହୋଇପାରେ ଏହି ସପ୍ତ ଅଶେଷ ଅନନ୍ତ ସସ୍ମୀତା ପ୍ରଧାନ ୨୪.୧୧.୨୦୧୮ Here a devotee says to his/her belover God, i dont know the mysrty of seven body(physical body,Etheric body,Astral body,Mental body,Spiritual body,cosmic body,Bodyless body) ,i dont know mystry of seven Colours, i dont know the mystry of SevenChakras(Muladhar,Svadhistan,Manipura,Anahat, vishuddha,Ajna,Sahasrara), i dont know the mystry of seven Dreams and seven births. I know only that i have a body and a heart which is full of love for you. I know that i just love you. And this love may flow  unlimited with my birth-death cycle.